STORYMIRROR

Sudipta Behera

Others

3  

Sudipta Behera

Others

ଜୀବନ

ଜୀବନ

1 min
11.5K

ଦୁଇ ଦିନ ଏଇ

ମଣିଷ ଜୀବନ

ବୃଥା ଗର୍ବ

ଇର୍ଷା ଅହଙ୍କାର

ଧନ ଯଶ ଖ୍ୟାତି

କ୍ଷଣିକ ସବୁ

ଅଳିକ ଦୁନିଆ,

ଟିକକ ନିଶ୍ଵାସ

ବଞ୍ଚିବାର ଅମରତ୍ବ

ସ୍ପର୍ଶ,

ସେଇ ନିଶ୍ଵାସ ଟିକେ

ବନ୍ଦ ହେଲେ

ବଦଳଏ ମୋଡ

ଜୀବନ ଶବ ପାଲଟେ

ଅନ୍ଧାର ସବୁ ଦିଗନ୍ତ

ସବୁ ପଡି ଥିବ

ଯେଉଁଠି ଅଛି

ଠିକ୍ ସେଇଠି

ଲୋଡ଼ା ଖାଲି

ଦୁଇଟା ବାଉଁଶର

କୋକେଇ

ବାଟ ପଡିଥିବ

ଶ୍ମଶାନ କୁ ।


Rate this content
Log in