Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Behera

Abstract

3  

Sudipta Behera

Abstract

ଆଶା

ଆଶା

1 min
11.8K


ଛୋଟ ବୋଲି ମତେ ଭାବ ନାହିଁ ଜମା

କାଳର ଇଙ୍ଗିତରେ ଦେଖାଇବି ଚକମା l


ଛୋଟ ମୋର ଏଇ ମନ ତଳେ

ସାଗର ଲଂଘିବାର ଆଶା ଖେଳେ l


ଚପଳ ହୃଦୟ ମୋର ଛଳ ଛଳ

ନଦୀ ସମ ବୋହୁ ଥିବି ସଦା ହୋଇ ପ୍ରଖର l


ଛୋଟ ଆଶା ତଳେ ନିହିତ ବିରାଟ ସମ୍ଭାବନା

ଲୁଚି ଲୁଚି ଖୋଜେ ସମୟ ନୀରାଜନl I


ମୁଁ ଆଜି ଛୋଟ ଅଛି ଦିନେ ବଡ ହୋଇବି

ଆକାଶର ବୁକୁ ଚିରି ରକେଟ ରେ ଉଡିବି l


କାଗଜ ର ମିଛ ଖେଳ ଦିନେ ସତ ହୋଇବ

ଛୋଟ ଦେହେ ନିହିତ ସମ୍ଭାବନା ହେବ ଦିନେ ବିରାଟ l


ଲକ୍ଷ୍ୟ ଯଦି ଠିକ୍ ଥାଏ ସଫଳତା ମିଳିବ

ଫୁଲ ଭଳି ଜୀବନ ଟା ଖିଲି ଖିଲି ହସିବ I


Rate this content
Log in

Similar oriya poem from Abstract