STORYMIRROR

Sudipta Behera

Others

3  

Sudipta Behera

Others

ନିର୍ବାଣ

ନିର୍ବାଣ

1 min
11.6K

ମିଛ ମୋହ ମାୟା ବନ୍ଧନରେ

ବାନ୍ଧ ନାହିଁ ମନେ ଜୀବନରେ l


କ୍ଷଣିକ ମୋହ ରେ ବଶବର୍ତ୍ତୀ ହୋଇ

ଜୀବନକୁ ନଷ୍ଟ କରନାରେ l


ବସ୍ତୁ ବାଦୀ ଏଇ ମିଛ ଦୁନିଆରେ

ସବୁ ଚୁନା ଚୁନା କ୍ଷଣ ଭଙ୍ଗୁର l


ରଙ୍ଗୀନ ଦୁନିଆ ନାହିଁ ବାସ୍ତବତା

ମରୀଚିକା ଭଳି ମନେ ଭରେ ମାଦକତା l


ଗୋଡ଼ ଖସି ଗଲେ ଥରେ ଫସି ଗଲେ

ବାହାରି ହେବ ନି କେବେ ଜୀବନରେ I


ବୃଥା କଷ୍ଟ ଜାଲେ ପଡି ଛନ୍ଦି ହେବୁ

ଅମୂଲ୍ୟ ଜୀବନ ନଷ୍ଟ କରିଦେବୁ l


ବେଳ ଥାଉ ଥାଉ ବନ୍ଧ୍ ଏବେ ଡୋରି

ଅନ୍ତର୍ଯ୍ୟାମୀ ସେଇ ଦିଅନା ପାସୋରି l


ସେଇ ତୋର ପଥ, ଜ୍ଞାନ ମୁକ୍ତି ଦାତା

ଆଦି ଗୁରୁ ବ୍ରହ୍ମା ତୋର ପିତା ମାତା l



Rate this content
Log in