STORYMIRROR

Sudipta Behera

Abstract

2  

Sudipta Behera

Abstract

ସମ୍ପର୍କ

ସମ୍ପର୍କ

1 min
2.9K

ଆଖି

ଅନେକ କିଛି ଦେଖେ

ଦୂରନ୍ତ ଦୂର ଦିଗ୍ ବଳୟ

ନଭଶ୍ଚୁମ୍ବୀ ଦ୍ରୁମ ରାଶି

ଦଣ୍ଡାୟମାନ.....

ଉପରେ ସୁଦୀପ୍ତ ଆକାଶ

ବିବର୍ଣ୍ଣ ଜନ୍ହ ବଉଦ ଫାଙ୍କ ରେ

ଅନେକ କିଛି.....

ତାର ଅଜାଣତରେ

ଓଠ ଶୁଣେ ଅସରନ୍ତି

କହାଣୀ...

ଖୁବ୍ ହସେ

ଭାବ ପ୍ରବଣ ହୋଇ ଉଠେ

ଓଠ....

ଆଖି ର ଅଜାଣତରେ

ଓଠ ଗଢି ତୋଳେ

ସମ୍ପର୍କ ର ସେତୁ I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract