Graduation ସ୍କୁଲ ଜୀବନରୁ ଲେଖା ସହ ଜଡିତ। ପ୍ରଥମ ଲେଖା ଗପ "ଗୋଟିଏ ବୃନ୍ତରେ ଦୁଇଟି କଢି" ।ସବୁଠାରୁ ଖୁସିର ସମୟ କଲେଜ ଲାଇଫ୍ ରେ ଶ୍ରୀଯୁକ୍ତ ସାତକଡି ହୋତା ଙ୍କ ଠାରୁ ଶ୍ରେଷ୍ଠ କବୟତ୍ରୀ ର ସମ୍ମାନ ଉଭୟ ଗଳ୍ପ ଓ କବିତା ପାଇଁ ।
କିଏ ଜାଣେ..
ଆଉ ଭାବିବା ପାଇଁ ସମୟ
କାଲିକୁ ମୋ ପାଇଁ ଥିବ କି ନଥିବ
ଏମିତି ତ ଭାବି ଚାଲିଛି କିଏ ଜାଣେ..
ଆଉ ଭାବିବା ପାଇଁ ସମୟ
କାଲିକୁ ମୋ ପାଇଁ ଥିବ କି ନଥିବ
ଏମିତ...
ମହକୁ ଥିବା ମୋ ଗାଁ ର ବର୍ଷା ବତୁରା ମାଟି କାଦୁଅରେ ପଚ ପଚ ପାଦ ହଳକ ହାତରେ ଜରି ବେଗ୍ ଓଜନିଆ ବହିର ସ୍ମୃତି ମହକୁ ଥିବା ମୋ ଗାଁ ର ବର୍ଷା ବତୁରା ମାଟି କାଦୁଅରେ ପଚ ପଚ ପାଦ ହଳକ ହାତରେ ଜରି ବେଗ୍ ଓଜନିଆ ...
ଆସ ଆଜି ପୁଣି ଥରେ ମିଳିତ ଭାବରେ ଗାଇବା ଆମେ ସମ୍ପର୍କ ର ମଧୁର ସଙ୍ଗୀତ ଏକାଠି ହୋଇ ପୁଣି ଥରେ ସମାଧାନ ଆସ ଆଜି ପୁଣି ଥରେ ମିଳିତ ଭାବରେ ଗାଇବା ଆମେ ସମ୍ପର୍କ ର ମଧୁର ସଙ୍ଗୀତ ଏକାଠି ହୋଇ ପୁଣି ଥରେ ସ...
କାଲି ରାତିର ଅନ୍ଧାର ରେ ଆସିଥିଲା ସିଏ ଖୁବ୍ ଜାକ ଯମକରେ ସାଙ୍ଗରେ ବି ଆଣିଥିଲା ବାଜା ରୋଷଣୀ ଓ ବାଣ ଦୁମ୍ ଦୁମ୍ ହୋଇ ଛୁ... କାଲି ରାତିର ଅନ୍ଧାର ରେ ଆସିଥିଲା ସିଏ ଖୁବ୍ ଜାକ ଯମକରେ ସାଙ୍ଗରେ ବି ଆଣିଥିଲା ବାଜା ରୋଷଣୀ ଓ ...
ଅନୁଭବରେ ହେଉ ପଛେ ତୁମେ ଯଦି ଥରେ ଆସନ୍ତ ମୋ ମନର କୁଞ୍ଜେ ହାତ ଧରା ଧରି ହୋଇ ପାଦଚଲା ରାସ୍ତାରେ ଆମେ ନିଇତି ବୁଲନ୍ତେ ସ... ଅନୁଭବରେ ହେଉ ପଛେ ତୁମେ ଯଦି ଥରେ ଆସନ୍ତ ମୋ ମନର କୁଞ୍ଜେ ହାତ ଧରା ଧରି ହୋଇ ପାଦଚଲା ରାସ୍ତାରେ...
ନାରୀ ଲୁହ ଆଉ ବର୍ଷା ନାରୀ ଲୁହ ଆଉ ବର୍ଷା
ଧୂଆଁ ଧୂଆଁ ଆକାଶ ଧୂଆଁ ଧୂଆଁ ଆକାଶ
ପାଞ୍ଚମନ ଆଉ ପଚିଶ ପ୍ରକୃତି ନେଇ ଧରାପୃଷ୍ଠେ ମଣିଷର ଜନ୍ମ ମୋହ ମାୟାରେ ହେଲେ କବଳିତ କାଳ ଗୁମ୍ଫା ଆଡ ପାଞ୍ଚମନ ଆଉ ପଚିଶ ପ୍ରକୃତି ନେଇ ଧରାପୃଷ୍ଠେ ମଣିଷର ଜନ୍ମ ମୋହ ମାୟାରେ ହେଲେ କବଳିତ ...
ଗଛ ପରି ଯିଏ ଦିନେ ଛାଇ ଦେଉଥିଲା ସବୁ ବୋଝକୁ କାନ୍ଧରେ ବୋହି ପାଳିଲା ପୋଶିଲା ବଡ କଲାପରେ ପର ଲାଗି ଗଛ ପରି ଯିଏ ଦିନେ ଛାଇ ଦେଉଥିଲା ସବୁ ବୋଝକୁ କାନ୍ଧରେ ବୋହି ପାଳିଲା ପୋଶିଲା ବଡ କଲ...
ରଙ୍ଗୀନ ହୃଦୟ ରଙ୍ଗୀନ ହୃଦୟ