Graduation ସ୍କୁଲ ଜୀବନରୁ ଲେଖା ସହ ଜଡିତ। ପ୍ରଥମ ଲେଖା ଗପ "ଗୋଟିଏ ବୃନ୍ତରେ ଦୁଇଟି କଢି" ।ସବୁଠାରୁ ଖୁସିର ସମୟ କଲେଜ ଲାଇଫ୍ ରେ ଶ୍ରୀଯୁକ୍ତ ସାତକଡି ହୋତା ଙ୍କ ଠାରୁ ଶ୍ରେଷ୍ଠ କବୟତ୍ରୀ ର ସମ୍ମାନ ଉଭୟ ଗଳ୍ପ ଓ କବିତା ପାଇଁ ।
ବୋଉର ଲକେଟ୍ ପୁରୁଣା ଆଲମାରୀର ଗୋଟିଏ କୋଣରେ ପଡ଼ିଥିଲା ବୋଉର ସେଇ ଛୋଟ ଲକେଟ୍ଟା, ବୋଉର ଲକେଟ୍ ପୁରୁଣା ଆଲମାରୀର ଗୋଟିଏ କୋଣରେ ପଡ଼ିଥିଲା ବୋଉର ସେଇ ଛୋଟ ଲକେଟ୍ଟା,
ମୁଁ ,,
ଆଉ ମୋ ଭିତରେ
ପ୍ରତିଦିନ
ଗୋଟିଏ ଲୁଚକାଳି ଖେଳ ଚାଲେ ମୁଁ ,,
ଆଉ ମୋ ଭିତରେ
ପ୍ରତିଦିନ
ଗୋଟିଏ ଲୁଚକାଳି ଖେଳ ଚାଲେ
ରାତିର ନିରବତାରେ କିଏ ଜଣେ ଡାକେ ନାଁ ନୁହେଁ, କେବଳ ଗୋଟେ ଅନୁଭବ... ରାତିର ନିରବତାରେ କିଏ ଜଣେ ଡାକେ ନାଁ ନୁହେଁ, କେବଳ ଗୋଟେ ଅନୁଭବ...
ସକାଳର ଆକାଶଟା ସେଦିନ ଖୁବ ନିର୍ମଳ ଥିଲା। ବାରଣ୍ଡା ପାଖରେ ଥିବା ତୁଳସୀ ଚଉରା ଉପରେ ତୁଷାରର କିଛି ବୁନ୍ଦା ଏବେ ବି ଝଲମ... ସକାଳର ଆକାଶଟା ସେଦିନ ଖୁବ ନିର୍ମଳ ଥିଲା। ବାରଣ୍ଡା ପାଖରେ ଥିବା ତୁଳସୀ ଚଉରା ଉପରେ ତୁଷାରର କି...
ପ୍ରଦୂଷଣର ଧୂଆଁ ଭିତରେ ସକାଳ ଆସେ ଆଜି, ହେଲେ କୋଉଠି ଶୁଭେନି ଘରଚଟିଆର ସେ ବନ୍ଧୁଡାକଟି। ପ୍ରଦୂଷଣର ଧୂଆଁ ଭିତରେ ସକାଳ ଆସେ ଆଜି, ହେଲେ କୋଉଠି ଶୁଭେନି ଘରଚଟିଆର ସେ ବନ୍ଧୁଡାକଟି।
ଆରପାରି ଦୁନିଆକୁ ଗୋଟିଏ ରାସ୍ତା ଅଛି ବୋଲି ଶୁଣିଛି... କିନ୍ତୁ , ଆରପାରି ଦୁନିଆକୁ ଗୋଟିଏ ରାସ୍ତା ଅଛି ବୋଲି ଶୁଣିଛି... କିନ୍ତୁ ,
ସବୁ ଆଶା ଶେଷ ହୋଇଯିବା ପରେ ବି ସେ ଫେରେ... ପାଦରେ କାଦୁଅ, ଆଖିରେ ବର୍ଷା ଆ... ସବୁ ଆଶା ଶେଷ ହୋଇଯିବା ପରେ ବି ସେ ଫେରେ... ପାଦରେ କାଦୁଅ, ଆଖିରେ...