STORYMIRROR

Kalpana Satpathy

Fantasy Inspirational Children

4  

Kalpana Satpathy

Fantasy Inspirational Children

ବହି ପ୍ରେମ

ବହି ପ୍ରେମ

1 min
237

ପ୍ରେମ ତ ପ୍ରେମ ପୁଣି ବହି ପ୍ରେମ

ଅନ୍ତଃକରଣରେ ନ ହୁଏ ଭ୍ରମ,

ବିଶାଳ ଜ୍ଞାନର ଭଣ୍ଡାର ପରା ସେ

ବହି ପ୍ରେମରେ ପଡ଼ିଗଲେ ଥରେ

ମନ ସରୋବରରେ ଫୁଟଇ ଫୁଲ।

ମନ ମନ୍ଦିର ବି ହୁଏ ପରିଷ୍କୃତ

ଗଢି ତୋଳେ ଏକ ସୁନ୍ଦର ପଥ

ଉନ୍ମୁକ୍ତ ପଥର ଖୋଦେଇ ରାସ୍ତାରେ

ଚାଲିବାକୁ ପୁଣି ଆସଇ ବଳ,

ମାୟା ମରିଚିକା ପଥେ

ଧାଇଁବାକୁ ନ ହୁଏ ମନ

ବିଷାଦ ମନକୁ ଶାନ୍ତ କରି ଦେଇ

ଉଚିତ୍ ପଥରେ କରେ ଗମନ।



Rate this content
Log in

Similar oriya poem from Fantasy