Kalpana Satpathy
Abstract Classics Inspirational
ମମତାମୟୀ ସ୍ନେହମୟୀ ମା ମୋର
ଅଶିଣ ଖରାର ତେଜରେ ବିରାଜେ
ସେ ମୋ ମା ସର୍ବଶକ୍ତିମୟୀ।
ଶରତ ସକାଳ କାଚକେନ୍ଦୁ ଜଳ
ନିର୍ମଳ ହୃଦୟ ତା'ର
ଆକାଶରେ ଭରା ଟିକି ଟିକି ତାରା
ଆଶାର ଅମୃତ ଧାର।
ଧରିତ୍ରୀ ଗଗନ ଏ ପାଣି ପବନ
ସବୁଠି ମାଆର ସ୍ଥିତି
ସେ ମୋ ମା ଅଭୟ ଦାୟିନୀ
ତା ପାଦେ ରହୁ ମୋର ମତି।
କାଗଜରେ ଫୁଲ
ପର୍ବ
ଅଙ୍କା ବଙ୍କା ଜ...
ସାଥୀ
ମାଆ
ପ୍ରେମର ବୟସ ଖୋ...
ପୁରୁଣା ଦିନ
ଶୀତୁଆ ପବନ
ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେତ୍ରରେ ପଥ ପ୍ରଦର୍ଶନ... ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେ...
ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ତୁଟି ଯିବ ମୋହ କାୟା... ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ...
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
ସ୍କନ୍ଦମାତା ସ୍କନ୍ଦମାତା
ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ମାଆ ହାତେ ଘାଆ ହେଲା ... ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ...
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ବିଜୟା ଦଶମୀ ବିଜୟା ଦଶମୀ
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ଈର୍ଷା ଈର୍ଷା
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ଧନ୍ୟ ତୁମେ କବି କଲମ ମୁନରେ ଆଣି ପାର ତୁମେ କ୍ରାନ୍ତି, ପଦରେ ପଦରେ ନିଆସି ମନରେ ଭରି ପାର ପୁଣି ଶାନ ଧନ୍ୟ ତୁମେ କବି କଲମ ମୁନରେ ଆଣି ପାର ତୁମେ କ୍ରାନ୍ତି, ପଦରେ ପଦରେ ନିଆସି ମନରେ ଭରି ପାର ପ...
ହଟିଯାଉ ସବୁ ସଂସାରୁ କଳୁଷ ଅଜ୍ଞାନତା ପାଉ ଲୋପ ।। ହଟିଯାଉ ସବୁ ସଂସାରୁ କଳୁଷ ଅଜ୍ଞାନତା ପାଉ ଲୋପ ।।
ଅଧୁରା ସପନ ଅଧୁରା ସପନ
ସ୍ୱାଭିମାନ ସ୍ୱାଭିମାନ
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ