STORYMIRROR

Karna Gahir

Thriller

3  

Karna Gahir

Thriller

ଭଦ୍ରମୁଖା

ଭଦ୍ରମୁଖା

1 min
260

କୁହ. . . . କିଏ ସେ ତିଷ୍ଟିଛି

ମିଛକୁ ଆଶ୍ରା କରି

କ୍ରୋଧକୁ କାନ୍ଧ କରି,

ପର ଆଖିରେ ଧୂଳି ପୁରେଇ

କେତେ ଲୁଟିବ?

ବିଶ୍ୱାସ ଜାଲରେ କାବୁ କରି

କେତେ ଶୋଷିବ?

ଅମୃତ ନାଁ ରେ

ବିଷ ପରଶି

କେଉଁ ଇତିହାସ ରଚିବ ଯେ,

ତମର ଭଦ୍ର ମୁଖା

ଆପେ ଆପେ ଖୋଲିବ !

ତମେ ତ ତମେ ନୂହଁ

ପଥର ପାଲଟି ସାରିଛ

ମଣିଷ ହେବାର ସୌଭାଗ୍ୟ 

ପାଇବ କାହୁଁ  ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller