STORYMIRROR

Karna Gahir

Inspirational

3  

Karna Gahir

Inspirational

କଳଙ୍କ

କଳଙ୍କ

1 min
256

କଳଙ୍କ . . . .

 କେଉଁ କ୍ଷେତର ଅନାବନା ଲଟା ଯେ,

ଉପାଡି ଫିଙ୍ଗି ଦେବୁ?

କାହା ଚରିତ୍ରରେ ଲାଗିଗଲେ ଥରେ

ଛାଡେ ନା ..

ଜୀଇଁ ଥିବା ଯାଏ ॥

ଏ କଳଙ୍କି ..

ଲୁହାରେ, କାଠରେ

ସଜୀବ, ନିର୍ଜୀବ ସବୁଠି

ଭିନ୍ନଭିନ୍ନ ରୂପରେ

ଏଇ ଦେଖୁନ  

ଜହ୍ନରେ ବି  ।

ଛାଡ଼ ସେ କଥା

ଏବେ ସଜାଗ ରହ

ଏହି କରୋନା ସତର୍କ ଭଳି

କିଛ ନିୟମ କର

ହାତେ ଧର

କଳଙ୍କରେ ହାତ ରଖନା

ତୁ ଏକଦମ୍ ନିଷ୍କଳଙ୍କ

ଦେଖ ଆଇନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational