Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Karna Gahir

Others

4.0  

Karna Gahir

Others

ଜହ୍ନର ଠିକଣା

ଜହ୍ନର ଠିକଣା

1 min
236


ଏଇତ ରୂପେଲି କିରଣ ଜ୍ୟୋତ୍ସ।

ତାଙ୍କୁ ହିଁ ପଚାର

ଏଇ ରୂପେଲି ରାସ୍ତା

ଯାଇଛି କୁଆଡେ

ଆସିଛି କଉଠୁ  ?

କିଛି କହିଲେ ତ

ସେ ତ ଏକଦମ ଚୁପଚାପ୍

ରାତିରେ, ଚୋରକୁ ବି ଚୁପ୍ କହେନି

ପ୍ରେମୀକୁ ବ ବ୍ରେକ୍ ଦିଏନି

ବୋଧେ ସେ ନିରପେକ୍ଷ ।

ଏମିତି

ତମେ ବି ନିରବି ଯା ଅ ବନ୍ଧୁ

ଠିକଣା ଖୋଜୁଛନା ଜହ୍ନର

ପାଇଯିବ  କେଇ କ୍ଷଣରେ ॥



Rate this content
Log in