STORYMIRROR

Karna Gahir

Thriller

3  

Karna Gahir

Thriller

ଅଭିନୟ

ଅଭିନୟ

1 min
260

ଏମିତି କହୁକହୁ

ବଡ଼ କଥା ପଦେ କହିଦେଲେ କାକା

ତାଙ୍କର ଏ ୪ ତାଲା କୋଠା

ତାଙ୍କର ନୁହେଁ. . . I

କହିଲେ. . .

ଏ ହାତରେ ଗଢିଛ ବୋଲି

ମୁଁ ହିଁ ରହିବି. . . ଏକଥା ମିଛ ।

ମୁଁ ତ ସତକୁ ସତ କୁଣିଆ , I

କୁଣିଆ କେତେ ଦିନ ରହେ ଯେ,

ମତେ ପୁଣି ୬୦ ପୁରିଲ।  । 

ମୋର ଅଭିନୟ ତ ଦେଖୁଛ  

ଆଉ ତାଳଦେଇ ପାରୁନି, କାହା ସଙ୍ଗେ

ଏଥର ଆରମ୍ଭ ହେବ

ଅଚଳ ଅଭିନୟ  ॥


Rate this content
Log in

Similar oriya poem from Thriller