Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Karna Gahir

Others

1.8  

Karna Gahir

Others

ଜରି ଗୋଟାଳି

ଜରି ଗୋଟାଳି

1 min
137


ସଭି ଏଁ ଜାଣନ୍ତି ତାକୁ

ତା କାମଦେଖି 

ନାଁ ଦିଅନ୍ତି

ସେ କିନ୍ତୁ

ଚିଡେ ନି ସେଇ, ଜରି ବେଟୁ ନାଁରେ ॥

ନିର୍ଧୁମ ଖରାରେ ଖୋଜୁଥାଏ 

ମୁନ୍‌ସିପାଲଟି ଅଳିଆଗଦାରେ 

ପାହାଡ଼ ଭଳି ଗଦାକୁ

ଖୁନ୍ଦି ଖୁନ୍ଦି ଜରି ଗୋଟାଏ ॥

ବୋଧେ ସେ ସବୁ

ତା ପେଟର

ଦାନା .କନା .ଟଙ୍କା ସୁନା ସବୁ କିଛି ॥

ଆମର ବୁଝି ବାରେ କଞ୍ଚା ରହିଛି । ॥



Rate this content
Log in