Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Karna Gahir

Others

2.6  

Karna Gahir

Others

ଅନ୍ ଲାଇନ୍ ଶିକ୍ଷା

ଅନ୍ ଲାଇନ୍ ଶିକ୍ଷା

1 min
231


ହାତେ ଖଡିଧରି ଶିଖେଇଲି

ସାମ୍ନାସାମ୍ନି

ଅଝଟକୁ ତାଗିଦ୍‌ କଲି

ନିୟମ ବଦ୍ଧ ହୋଇ

ଦଣ୍ଡମୁକ୍ତ କଲି

ତଥାପି ପାଠ . . ସେମିତି ହେଉଥିଲା

ଆଉ ଏଥର କେମିତି ହବ

ଅନଲକନରେ

ଲାଇନ ଚୁତ ହେବାଟା ସ୍ଵାଭାବିକ ବନ୍ଧୁ

ସ୍କାର୍ଟଫୋନ

ସ୍କାର୍ଟ ବିଏ ନୁହେଁ

ସ୍କାର୍ଟ ପ୍ଳେୟର ତିଆରେ

ସ୍କ୍ରିନ ଫିଲ୍ଡ ରେ ॥



Rate this content
Log in