STORYMIRROR

Jyotiranjan Acharya

Fantasy

3  

Jyotiranjan Acharya

Fantasy

ଅୟମାରମ୍ଭ

ଅୟମାରମ୍ଭ

1 min
185

ଅତୀତର ସ୍ମୃତି ଯେବେ

ଭେଟ ହୁଏ ଚଲା ପଥେ କେବେ,

ହାତ ଧରି ରାଣ ଦେଇ 

ଏବେ ଠାରୁ ଟାଣିନିଏ ତେବେ।


ଲାଗେ ବହୁଦିନ ପରେ

ସତେ କି ସେ ଥିଲା ଏବେ ଏବେ

ଫେରି ଯାନ୍ତି କିଛି ପଥ

ତା ସହିତ ଅତୀତକୁ ଭାବେ।


ହାୟ ଏ ସମୟ କିନ୍ତୁ 

ଦିଏ ନାହିଁ ଟିକେ ନିଘା ଭାଗେ

ଶୈଷବରେ ଯୌବନର 

ସ୍ବପ୍ନ ଏବେ ବୃଥା ଶ୍ରମ ଲାଗେ।


ଛାଡ ସାଥୀ ଛାତ ହାତ 

କହିବାକୁ ହେବ ସେ ଦିନକୁ

ଆଉ ଏକ ଦିନ ପାଇଁ

ଜୀଇଁବାକୁ ହେବ ରଜନୀକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy