ଅନାଦିକ ଅଭ୍ୟ
ଅନାଦିକ ଅଭ୍ୟ
ଯେଉଁଠି ଜନମ ସେଇ ଠି ମରଣ
ଜୀବନ ଯାର ପୁଲକିତେ
ଅଜଣା ଦୁନିଆରେ ଲୋକର ଶୁଣି କି ପଛେଇବି ନାହିଁରେ ନୀତି ଦିବା ।
ମାଟି ର କାନ୍ଥ ରେ ଝୋଟି ର ଲେଖା
କହେ ସେ ଓଡ଼ିଆ ସଂସ୍କୃତି କଥା
ଜୀବନ ଯୌବନ ସରିନି କେବେ ,ଆଜି ଥିଲା ହେ ଧର।ଦାୟୀ
ପଶ୍ଚିମ ଦିଗରୁ ଓହରି ଜନ ମଣିଷର ଗୁଣ ଗାଏ
ବାର ବାଟି ଆମ ବିରର ମଥା
ଗାଏ ସହିଦ୍ କବିର ଗାଥା ,
ସକାଳ ହେଲେ ନିଇତି ଉଁଏ ପୂରୁବ ଦିଗେ ରବି
କେଡେ ସୁନ୍ଦର ଦୃଶ୍ୟ ଟି ତାର
ଅଭୁଲା ତାର ଛବି ।
ଚିନ୍ତା ନ କରି ଜିଂହ ଯାହାରୁ
ସତର୍କ ରହିବା ପାଇଁ ,
ଜଙ୍ଗଲ ଦୃଶ୍ୟ ଭାରି ସନ୍ଦେହ
ପରାଣୀ ମନର ଅଭୁଲା ସେତ
ଯେଉଁଠି ମରଣ ସେଇ ଟି ଜନମ
ପୁଣ୍ୟ ଯାର ପୁଲକିତ ।
