STORYMIRROR

Akankshyamayee Dash

Children Stories Action

2  

Akankshyamayee Dash

Children Stories Action

ଗୁରୁ ହିଁ ଈଶ୍ୱର

ଗୁରୁ ହିଁ ଈଶ୍ୱର

1 min
88

ବିଦ୍ୟା ସହ ଆଳୟ ମିଶି ହୁଏ ବିଦ୍ୟାଳୟ 

ବିଦ୍ୟା ର ନ ଥାଏ ପଟାନ୍ତର

ଦେବ।ଳୟେ ପୂଜା ପାଆନ୍ତି ଯେମିତି ଈଶ୍ୱର

ଗୁରୁଜୀ ଗୁରୁମା ମୋ ପାଇଁ ସ୍ଵୟଂ ଠାକୁର

ମାଆ ସିନା ଜନ୍ମ ଦେଇ ପିଲାଙ୍କୁ ବଡ଼ କରନ୍ତି 

 ଗୁରୁ ସେହି ପିଲା ଟି ର ଭବିଷ୍ୟତ ଗଢନ୍ତି

ଗୁରୁ ହିଁ ଶିଖ।ନ୍ତି ଆମକୁ ସଦ୍ ଗୁଣ

 ତାଙ୍କ ଯୋଗୁ ସଂସାର ରେ ଦୂରେଇ ଯାଆନ୍ତି ଅଜ୍ଞାନ 

ସେହି ଗୁରୁଙ୍କ ଠାରୁ ଶିକ୍ଷା ଲାଭ କରି 

ହେବା ଭଲ ଶିଷ୍ୟ 

ତା ହେଲେ ହେବା ଆମେ ଉଚ୍ଚ ପଦ ବ।ଚ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍