STORYMIRROR

Akankshyamayee Dash

Classics

2  

Akankshyamayee Dash

Classics

ଦୁର୍ଗା

ଦୁର୍ଗା

1 min
95


  ଦୁଷ୍ଟ ଅତ୍ୟାଚାରୀ ମହିଶା ସୁର

     ଲଭି ଥିଲା ବ୍ରହ୍ମାର ବରଦାନ

ମହିସା ସୁର ପ୍ରୋକପାରେ ଥର ହର

  ହେଉଥିଲା ତ୍ରିପୁର ଭୁବନ ।।

ମହିଷାସୁର ଅତ୍ୟାଚାର ରୁ ରକ୍ଷା ପାଇଁ

ଆବିର୍ଭାବ ହେଲେ ମା ଦୁର୍ଗା ଦଶଭୁଜା

  ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ଦିନ 

ମହିଷାସୁରକୁ କରିଲେ ବିନାଶ

 ସେହି ଦିନକୁ ପାଳିତ ବିଜୟା ଦଶମୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics