STORYMIRROR

Akankshyamayee Dash

Children Stories

3  

Akankshyamayee Dash

Children Stories

ଛୁଆ ପିଲାମାନଙ୍କର ନାଟ ତାମସା

ଛୁଆ ପିଲାମାନଙ୍କର ନାଟ ତାମସା

1 min
170

ଛୁଆ ପିଲା ମାନେ ଦେଖୁ ଥିସନ୍ କେତେ କେତେ ସପନ .....ଆରେ ଛୁଆ ପିଲା ମାନେ ଦେଖୁ ଥିସନ କେତେ କେତେ ସପନ

ଛୁଆ ଥିଲା ଦିନୁ ଦେଖ୍ ସନ୍ ସପନ ଆର କର୍ସନ୍ କେତେ ମଜା

ସେ ମଜା ଜ।ନି ବଡ ହେଲେ ପାଏସନ୍ ସେନ୍ତ। ସଜା

ଆଜି କାଲି ର ଛୁଆ ମାଙ୍କୁ ଛୁଆ କାନ। ବଳବ

କରୁଛ ନ ବଡ ବଡ କବ।ର 

ସେମାନେ ଆଜି ଆଗକେ ବଢ଼ୁଛନ କାହାକେ ନାଇ ଡରବାର

ପିଲା ବଳୁଚେ ବାଇକ ଅ।ର୍ ଝି ବଲୁଚେ ଫୁନ୍

ଛୁଆ ପିଲାମାନଙ୍କର ଚାଲି ଚଳନ ଦେଖି ମା ବୁଆ ହେଉଛନ୍ ଗୁମ୍ ।।

ଖାଲି ନାଟ ତାମସା କଲେ ନାଇ ହୁଏ ରେ ବାବୁ 

ପାଠ ସାଠ ଟିକେ ପଢ଼ି କରି ଦେଶର ନା ଉଜ।ଳ। କର୍ବୁ ।।



Rate this content
Log in