STORYMIRROR

Akankshyamayee Dash

Children Stories

3  

Akankshyamayee Dash

Children Stories

ପରୀକ୍ଷା ଆସିଚି ମାଡ଼ି

ପରୀକ୍ଷା ଆସିଚି ମାଡ଼ି

1 min
188

ପରୀକ୍ଷା ଆସିଛ ମାଡ଼ି 

ବେଳ ଯାଏ ଗଡି ଗଡି

ଟୁନି ପଢେ ରଡ଼ି ରଡ଼ି 

ପରୀକ୍ଷା ଆସିଲାଣି ବେଳ ଗଡିଲାନି

ପରୀକ୍ଷା ଦେବାକୁ ଭୟ ଲାଗି ଲାଣି 

ଟୁନି ପଢ଼େ ରଡ଼ି ରଡ଼ି 

ଗଣିତ କଷା ଭାରି ଫସା

ଯିଏ ଜାଣେ ସିଏ ହୁଏ ଭାରି ଜ୍ଞାନୀ 

ଟୁନି କାନ୍ଦେ କଇଁ କଇଁ

ଟୁନି ପଢ଼େ ଧାଇଁ ଧାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍