STORYMIRROR

Akankshyamayee Dash

Children Stories

3  

Akankshyamayee Dash

Children Stories

ସୁନେଲି କିରଣ

ସୁନେଲି କିରଣ

1 min
137

ସୁନେଲି ସୁରୁଜ ପୂରୁବ ଆକାଶେ 

ଦିଶେ କେଡେ ମୋନ ଲୋଭ 

ପ୍ରକୃତିର ଦୃଶ୍ୟ

ଅରଜିଚି ଯେଉଁ ଯଶ ।।୧।।

ବୁଲୁଛି ପଡ଼ୁଚି ଫୁଲ ଫଳ ଖାଇ 

ପି ଝରଣାର ନିର 

ନାଲି ସୁରୂଜର ଉଷୁମ କିରଣ

ପଣ ମୁଁ କରୁଛି ସତ୍ୟ 

ସୁବାଷ ଅନନ୍ତରେ ଦିଶେ କେଡ଼େ ମନଲୋଭା 

ଅରଚିଚି ଯେଉ ଯଶ ।।୨।।

ସୁନେଲି ପୂର୍ବ ଆକାର ଦୃଶ୍ୟ 

ଛାହି ଥିଲା ଦିନେ ଜଗି 

ପୂରୁବ ଆକାଶେ ଗୌରବ ମୟ 

ଦିଶେ ଭାରି ଆକର୍ଷଣୀୟଆକର୍ଷଣୀୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍