STORYMIRROR

Akankshyamayee Dash

Children Stories

3  

Akankshyamayee Dash

Children Stories

ପ୍ରକୃତି

ପ୍ରକୃତି

1 min
120

ପ୍ରକୃତିର କୁଳ ସବୁଜ ସୁନ୍ଦର 

ଗଛ ଲତା ବନ ବିଲ

ପ୍ରଜାପତି ଉଡେ ଚୁମିବ। ଆଶାରେ

ନାନା ପ୍ରଜାତିର ଫୁଲ

ପାହାଡ଼ ଶିଖରୁ ଝରଣା ଟି ଝରେ

କୁଳୁ କୁଳୁ ନାଦ କରି

ପକ୍ଷୀ ଶାବକର କିଚିରି ମିଚିରି 

ମନେ ତୃପ୍ତି ଦିଏ ଭରି ।।

ବସନ୍ତେ ଆସିଲେ କୋଇଲିର ଶବ୍ଦ

ଶୁଣିବାକୁ ମିଳୁଥିଲା

ଗଛ କଟା ଲାଗି ପ୍ରକୃତିର ଆଜି 

 ପାଣି ପାଗ ବଦଳିଲା ।।

 ବନେ ଉପବନେ ଆଗ ପରି ଆଉ

ଫୁଟୁ ନାହିଁ ଫୁଲ ଆଜି 

କଷ୍ଟ ହୁଏ ଛଅ ଋତୁ ଜାଣି ବାକୁ

ଲୁହରେ ଯାଉଛୁ ଭିଜି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍