ବର୍ଷା
ବର୍ଷା
1 min
204
ଚିର ନିରିମଳ ପାଏ କି ଶୋଭା ଆନନ୍ଦ
ବର୍ଷା ଦିନର ପାଣି ପାଗଟା
ଲାଗେ ଭାରି ମନୋହର
ବର୍ଷା ଦିନର ମାଟି ମହକ ସୁନ୍ଦର
ଥରେ ବାସ୍ନା ଦେଲେ ଆଉ
ଫେରି ନ ଯାଏ ସେହି ମାଟି ।
ସବୁଜ ସୁନ୍ଦର ନିରିମିଲ ଦୃଶ୍ୟ
ପ୍ରକୃତି ର ମନଲୋଭା
ବର୍ଷା ଦିନର ପାଣି ପାଗଟା
ଲାଗେ ଭାରିବଢିଆ
ଶୀତୁଆ ସକାଳ କୁହୁଡି ବନ
ପତ୍ର ଉପରେ ପଡ କାକର ବିନ୍ଦୁ
ସିନ୍ଧୁ ର ନଭ ଗଗନ ର ତାର।
କିଏ କହି ପାରେ କେଡେ ମନୋହାର
ବାସ୍ନା ନାହିଁ ତ ଦୁନିଆ ନାହିଁ
ସୁଗନ୍ଧ ଫୁଲ ଭାରି ମନଲୋଭା
ଶୀତୁଆ ସକାଳ କୁହୁଡି ଭରା
ସେହି ମନୋରମ ଦୃଶ୍ୟ
ପ୍ରତିଟି ରୂପରୁ କୁହୁଡି ବର୍ଣ୍ଣ
ଧଳା ଶୂନ୍ୟ ବେଳ ପୁଣ୍ୟ ।