STORYMIRROR

Akankshyamayee Dash

Children Stories

2  

Akankshyamayee Dash

Children Stories

ପ୍ରତି ବନ୍ଧନ

ପ୍ରତି ବନ୍ଧନ

1 min
65

ପ୍ରତିବନ୍ଧନ ନାଇ ସିଂହ ଦୁଆରେ

ମୁଖ କୁ ଅନାଇ ବସି 

ମୁଖ ଚାହିଁ ଚାହିଁ କେତେ ଦୂର ଯିବି

ପଇସା ଅନାଇ ଚାଷୀ

ଚାଷୀ ନୁହେଁ ଭାଇ ଚାଷୀ

ଚାଷୀ କୁ ଅନାଇ ବସି ରହିବା ଆମ୍ଭ ପରିବାର ବ।ସୀ 

ପରିବାର ସବୁ ଗଢି ଉଠି ଥାଏ ,ସୁଖ ସମ୍ପତ୍ତି ଭରା 

ପରିବା ରେ ଜଣେ ସଦସ୍ୟ ଅଛନ୍ତି ପଇସା ସରିବ ପରା 

ତୁମ ପରି ନେତା ଦେଖି ନାହୁ କାଳ କାଳ କୁ 

 ତୁମ ମୁହଁ ଚାହିଁ ଭୋଟ୍ ଦେଲି ତୁମ ଦଳକୁ

ପ୍ରତିବନ୍ଧନ ସଜ୍ଜା ଛିନ୍ନ ନ କର ରେ ଭାଇ 

 ପ୍ରତି ବନ୍ଧନ ହି ଆମ ଗର୍ବ ଗୌରବ ର ସାଇ ।


Rate this content
Log in