ଭଜନ
ଭଜନ


ଅନିତ୍ୟ ସ"ସାରେ ତୁମେ ଏକା ସତ୍ୟ
ଆଉ ସବୁ ପରା ମିଛ
ତେଣୁ ଏ ସ"ସାରେ ତୁମକୁ ଡାକୁଛୁ
ମହାପ୍ରଭୁ ଜଗନ୍ନାଥ
ହେ,,,ଜଗନ୍ନାଥ,,,,ହେ ,,,ଜଗନ୍ନାଥ ।।
ସବୁ ଦେବତାଙ୍କ ମଧ୍ୟେ ତୂମେ ସାର
ତୂମ୍ଭେ ତ ବଡ ଠାକୁର
ବଡ଼ ଦେଉଳରେ ଵିଜେ କରିଅଛ
ଵଡ ନେତ ଉଡ଼ାଇ ଫରଫର
ହେ,,,ଜଗନ୍ନାଥ,,, ହେ,,ଜଗନ୍ନାଥ,,।।
ଵଡ଼ ଵେଢା ତୋରମେଘନାଥ ପାଚିରି
ବଡ ଦାଣ୍ଡ ପରା ତୋର
ବଡ ଯାତ ପରା ଶ୍ର
ାଗୁଣ୍ଡିଚା ଯାତ
ଜଗତରେ ପରା ସାର
ହେ,,,,ଜଗନ୍ନାଥ,,,, ହେ,,ଜଗନ୍ନାଥ।।
ତେର ବଡ଼ ଚୁଳେଉଡେ ଫରଫର
ବଡ ନେତପରା ତୋର
ତୋହର ଭକତ ଜଗଗତରେ ସାର
ତୁହିତ ଭକତଙ୍କର
ହେ,,ଜଗନ୍ନାଥ,,,ହେ,,,ଜଗନ୍ନାଥ ।।
ହେ ଜଗତ ବନ୍ଧୁ ମୋର ପ୍ରାଣ ଵନ୍ଧୁ
ସଦା ଯୋଡ଼ି ଵେନି କର
ସଞ ସକାଳ ରେ ନମନ କରୁଛି
ଜଗତ ଉଧାର କର
ହେ,,,,ଜଗନ୍ନାଥ,, ହେ,,,ଜଗନ୍ନାଥ।।