STORYMIRROR

jagabandhu sahu

Classics

3  

jagabandhu sahu

Classics

ଉତ୍କଳ ଦିବସ

ଉତ୍କଳ ଦିବସ

1 min
237


ମଧୁବାବୁ ଆଉ   କୃଷ୍ଣଚନ୍ଦ୍ର ଭଞ୍ଜ

    କୋଟି ପରିଶ୍ରମ ବଳେ

ଭାରତ ବରଷେ ଓଡିଶା ରାଇଜ

    ଉତ୍କଳ ଦିବସ ପାଳେ


ନୂତନ ଓଡିଶା   ଗଠନ କରିକି

    ଦେଲେ ସିଏ ସନମାନ

ନିଜ ଭାଷା ନିଜେ କହିବାକୁ କିଆଁ

    ଓଡିଆ ହୁଏ କୃପଣ


ତାଙ୍କ ଯଶ କୀର୍ତ୍ତି ରଖିବା ହେ ଆସ

    ଏଇ ଯେ ଉତ୍କଳ ଦେଶେ

ତାଙ୍କରି ସ୍ମୃତିକୁ    କରିବା ସ୍ମରଣ

    ଆଜି ଏ ଉତ୍କଳ ଦିବସେ ।


Rate this content
Log in

Similar oriya poem from Classics