STORYMIRROR

Brundabana Pradhan

Comedy

3  

Brundabana Pradhan

Comedy

ଅନ୍ ଲାଇନ୍ ପାଠ (ବ୍ୟଙ୍ଗ କବିତା)

ଅନ୍ ଲାଇନ୍ ପାଠ (ବ୍ୟଙ୍ଗ କବିତା)

1 min
37

କାହିଁକି ଅନ୍ ଲାଇନ୍ ପାଠଟି ହେଲା 

କାମ କରି କରି କରି ଦିନଟା ଗଲା। 

ଘରେ ବସି ପାଠ ପଢାଉଛି

ସ୍ତ୍ରୀ ର ବୋଳ ମାନି ଚଳୁଛି ।।

ମୋବାଇଲ କୁ ବେଶି ସମୟ ଦଉଛି

ଭାବି ଘରଣୀ ଖାଲି ଚିଡି ଯାଉଛି। 

ଏଟା କର ସେଟା କର କହୁଛି

କଥା ମାନି ତାର ସେବା କରୁଛି ।।

ଯେତେବେଳେ ପିରିଅଡ଼ ଖାଲି ପଡୁଛି

ସାଙ୍ଗେ ସାଙ୍ଗେ ଘରଣୀ ଧାଇଁ ଆସୁଛି। 

ଘରଣୀ ମୁରୁକି ମୁରୁକି ହସୁଛି 

ଅନ୍ ଲାଇନ୍ ପାଠ ଭଲ ଲାଗୁଛି।।



Rate this content
Log in

Similar oriya poem from Comedy