Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Comedy

4.0  

Lipi Sahoo

Comedy

ପଖାଳ କଂସା

ପଖାଳ କଂସା

1 min
200


ଖରାଦିନେ ଯେବେ ବୁଡଇ ହଂସା

ପ୍ରତି ଓଡ଼ିଆ ର ସାହା ଭରସା

ତୋରାଣି ଭରତି ପଖାଳ କଂସା

ମନରେ ଆନନ୍ଦ ଭରେ ସହସା ।


ଆମରି ଗାଥା ଆମରି କଥା

ୟେ ଜାତି ସହିଛି କେତେ ଯେ ବ୍ୟଥା

ଇତିହାସ କେବେ ନୋହେ ଅନ୍ୟଥା

କିମ୍ବଦନ୍ତୀ ସହ ଯୋଡ଼ା ଅନେକ ନଥା ।


ପାଇକ ବିଦ୍ରୋହ ଠୁ ଭାଷା ଆନ୍ଦୋଳନ

ଜନ୍ମି ଛନ୍ତି ଏଠି କେତେ ଯେ ବିଦ୍ୱାନ

ୟେ ଜାତି ଭୂଲିବ କି ତାଙ୍କ ବଳୀଦାନ

ପଖାଳ କରିଛି ଏଠି ସଭିଙ୍କୁ ବଳିୟାନ ।


ଆମ ଗୌରବ ଆମ ପରମ୍ପରା

ଜଗା ଆମ ପୂଜା ପାଏ ଜଗତ ସାରା

ତା'ର ଅତି ପ୍ରିୟ ଦହିପଖାଳ ପରା

ନା ନା ବ୍ୟଞ୍ଜନେ ବେଷ୍ଟିତ ପଖାଳ ପସରା ।


ସବୁ ଓଡ଼ିଆ କର ପଖାଳ ର ଜୟ ଜୟକାର

ଆନନ୍ଦେ ଏକବାର କହ ହରି ହରିବୋଲ ।



Rate this content
Log in

Similar oriya poem from Comedy