STORYMIRROR

Pravanjan Dash

Comedy Classics Inspirational

3  

Pravanjan Dash

Comedy Classics Inspirational

ପ୍ରାର୍ଥୀର ମନ

ପ୍ରାର୍ଥୀର ମନ

1 min
119

ପ୍ରାର୍ଥୀର ମନ(ଆସନ୍ତା କାଲି ଭୋଟ ଗଣନା)

ବଢୁଛି ଧୁକୁଧୁକୁ ଛାତିର ସ୍ପନ୍ଦନ

ଆଖିରେ ଆସୁନି ନିଦ କେତେ ଭୋଟ୍ ରେ ଜିତିବି ହାରିବି ବାଣ୍ଟିଛି ମୁଁ ଟଙ୍କା ମଦଜିତିବି

ଯଦି ମୁଁ ଗାଡ଼ ପୁରେଇବିକରିଛି ଦଶଟା ଋଣ ଚୁଲିକୁ ଯାଉ ସେ ମିଛ ପ୍ରତିଶୃତିମାରିବି ଗାଲରେ ବାଣହାରିଲି ବି ଯଦି ଚିନ୍ତା ନାହିଁ ମୋରହେଇଯିବି ମୁନି ଋଷି ସୁଧ ମୂଳ ପାଇଁ ଖୋଜୁଥିବେ ମତେ ଜପୁଥିବି ମାଳା ବସି ନିଜ କଥାଟାକୁ ଗୋପନରେ ରଖି ଅନ୍ୟକୁ କହିବି ଯାଇ ଆମ ଜନତାଙ୍କୁ ବିଶ୍ୱାସ କରିଲେବୁଡ଼େଇ ଦେବେ ରେ ଭାଇ ମାଲାମାଲ ଆଜି ଭୋଟର ସମାଜ ପଇସା ନେଇକି ଖେଳ ପଲାଟା ଓଜନ ମାଣିଆ ଦାଉରେବାଣ୍ଟିଛି ଶାସକ ଦଳକେତେ ସ୍ୱପ୍ନ ମୋର ନିଜ ପାଣ୍ଠି ନେଇଦେଖୁଛି ମୁଁ ରାତି ଦିନକାର ଚଢିବି ଆଳସ୍ୟ କରିବି ସିନ୍ଦୁକ ଦେଖିବ ଧନ ଭାଗ୍ୟଟା ମୋର ଇ ଭି ଏମ ଠାରେ ଆଖି ଯାଏ ଟାଣି ହେଇ କେତେବେଳେ ସିଏ ଦବ ତା ଉତ୍ତର ସବୁଆଡେ ହଇଚଇ କଣ ଘଟିବ କେମିତି ଘଟିବମନ ମୋର ଛନଛନଫଳାଫଳ ରୂପ କେମିତି ଲାଗିବଉଛନ ର ଅବସାନ ଗେଣ୍ଡୁମାଳ କାଳେ ଜୋତାମାଳ ହବ ଭୟଟା ଲାଗୁଛି ମତେ ରାତି ବିତିଯାଉ ଭୟ ତୁଟି ଯାଉଜିତିଲେ ମାରିବି ନାତେ ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy