ଆସି ପାରିବନି ଭଉଣୀ
ଆସି ପାରିବନି ଭଉଣୀ


ଆସି ପାରିବନି ଭଉଣୀ ମୋର
ଫିକା ଫିକା ଲାଗିବ ଏଥର।
ଆଣି ବି ପାରୁନି ରାକ୍ଷୀ ଉପହାର
ପ୍ରତୀକ ସେ ସ୍ନେହ ବନ୍ଧନର।
ଯାଏ ନାହିଁ ରାକ୍ଷୀ ତାଙ୍କ ଘରେ
ପୁଣି କରୋନା ର ତାଡନାରେ
ଆସି ପାରିବନି ଭଉଣୀ ମୋର
ଫିକା ଫିକା ଲାଗିବ ଏଥର ।
ଆସି ପାରିବନି ଭଉଣୀ ମୋର
ଫିକା ଫିକା ଲାଗିବ ଏଥର।
ଆଣି ବି ପାରୁନି ରାକ୍ଷୀ ଉପହାର
ପ୍ରତୀକ ସେ ସ୍ନେହ ବନ୍ଧନର।
ଯାଏ ନାହିଁ ରାକ୍ଷୀ ତାଙ୍କ ଘରେ
ପୁଣି କରୋନା ର ତାଡନାରେ
ଆସି ପାରିବନି ଭଉଣୀ ମୋର
ଫିକା ଫିକା ଲାଗିବ ଏଥର ।