Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Brundabana Pradhan

Tragedy Others

2  

Brundabana Pradhan

Tragedy Others

ଆସି ପାରିବନି ଭଉଣୀ

ଆସି ପାରିବନି ଭଉଣୀ

1 min
11


ଆସି ପାରିବନି ଭଉଣୀ ମୋର

ଫିକା ଫିକା ଲାଗିବ ଏଥର। 

ଆଣି ବି ପାରୁନି ରାକ୍ଷୀ ଉପହାର 

ପ୍ରତୀକ ସେ ସ୍ନେହ ବନ୍ଧନର। 

ଯାଏ ନାହିଁ ରାକ୍ଷୀ ତାଙ୍କ ଘରେ 

ପୁଣି କରୋନା ର ତାଡନାରେ

ଆସି ପାରିବନି ଭଉଣୀ ମୋର

ଫିକା ଫିକା ଲାଗିବ ଏଥର ।



Rate this content
Log in

Similar oriya poem from Tragedy