STORYMIRROR

Suresh chandra Padhy

Fantasy

4  

Suresh chandra Padhy

Fantasy

ଆମ ପରିବେଶ

ଆମ ପରିବେଶ

1 min
1


ଆସ ଭାଇ ନିଜ ପରିବେଶକୁ ସୁରକ୍ଷା ଦେବା

ଆମେ ସ୍ୱଛ ସୁନ୍ଦର ପରିବେଶ ଗଢି ତୋଳିବା

ଆମ ପରିବେଶକୁ ଅଳିଆ କରିବା ନାହିଁ

ଘର ଠାରୁ ଆରମ୍ଭ କରି ସବୁଠି ସଫା ରଖ ଭାଇ

ଅପରିଷ୍କାର ରହିଲେ ରୋଗ ଆମକୁ ହୋଇବ

ପରିବେଶ ସୁରକ୍ଷା କରିଲେ ପ୍ରକୃତି ହସି ଉଠିବ

ଆସ ଆମେ ସବୁ ଜିମାକୁ ସୃଷ୍ଟିକରିବା ସବୁଠି

ଗଛ ଲଗାଇ ଦେବା ଆସ ସବୁ ହୋଇ ଏକାଠି

ଆମ୍ବ ପଣସ ତରଭୁଜ ସଗୁଆନ୍ ଭଳି ଗଛ ଲଗାଇବା

ବୀଜ ରୋପଣ କଲେ ଦିନେ ବୃକ୍ଷ ହେବ ଜାଣିବା

ବୃକ୍ଷ ଆମକୁ ଫୁଲ ଫଳ ଛାଇ ସବୁ ପ୍ରଦାନ କରିବ

ବଞ୍ଚିବା ପାଇଁ ଆମକୁ ଅମ୍ଲଜାନ ସେ ଯୋଗାଇବ

କେବେ ଗଛ ଆମେ କାଟି ନଷ୍ଟ କରି ଦେବା ନାହିଁ

ଗଛ ପ୍ରକୃତି କୁ ରକ୍ଷା କରି ଥାଏ ଜାଣି ଦେବା ଭାଇ

ଗୋଟିଏ ଗଛ ଲଗାଇ କୋଟିଏ ପୁଣ୍ୟ କରିବା ଅର୍ଜନ 

ଗଛ ଥିଲେ ଜଙ୍ଗଲ ହେବ ମୃତ୍ତିକା ସୁରକ୍ଷା ହେବ ଜାଣ

ଗଛ ଥିଲେ ବର୍ଷା ହୋଇବ ପ୍ରକୃତି ଫୁଲ ଫଳେ ହସିବ

ଆମ ସୁସ୍ଥ ପରିବେଶ ହୋଇବ ଯେବେ ସବୁଠି ତରୁ ଲତା ଥିବ।



Rate this content
Log in

Similar oriya poem from Fantasy