STORYMIRROR

Mr.GAGAN BIHARI NAYAK

Romance

3  

Mr.GAGAN BIHARI NAYAK

Romance

ଆଖି ତଳ କଥା

ଆଖି ତଳ କଥା

1 min
17



ଆଖିରେ ଆଖିରେ ତୁମେ 

ଚୋରୀ କରି ନିଅ ପ୍ରାଣ ।

ନଦେଖିଲେ ଥରେ ପ୍ରିୟା

ଝୁରି ହୁଏ ଝୁରା ମନ

ମନ ଦୁଃଖରେ ।।0।।


ରାତି ଶୋଇ ଗଲାପରେ

ମନେପଡ ନିରୋଳାରେ

କହିବାକୁ କେତେ କଥା

ରହିଯାଏ ଓଠ ତଳେ

ଜାତନାର ଜଉଘରେ

ନିତି ଖାଲି ଜଳି ମରେ... 

ଅନୁତାପରେ(୧)


ଜହ୍ନ ଦେଖି ଉଙ୍କି ମାରେ

ତାରା ଫୁଲ ଶେଜ ପରେ

ମୁଁ ସାଉଁଟେ ଯେତେ ଲୁହ

ଅକୁହା ସହେନା ଦେହ

ସ୍ମୃତିରେ ଯା' ଜଳେ ଖାଲି

 ତମ ଚିନ୍ତାରେ (୨) 



Rate this content
Log in