Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୀତ ଆସେ
ଶୀତ ଆସେ
★★★★★

© Tapan Dixit

Abstract Fantasy

1 Minutes   6.5K    2


Content Ranking

ଶରତଟା ଡେଇଁ ମଧ୍ୟ ଡେଇଁ ନାହିଁ 

ଏପର୍ଯ୍ୟନ୍ତ ଋତୁର ଏରୁଣ୍ଡି

ଶୀତ ଆସେ ଗୋହିରିର

କାଶତଣ୍ଡୀ ଫୁଲଦେହେ ଗୁରୁଣ୍ଡି ଗୁରୁଣ୍ଡି ,

ଧାନ ଖେତ -ଖଳା ବାଡ଼ି ବାରି ଆଡେ

ଭିଜା ଭିଜା କାକରର ଛୁଆଁ

ମଖମଲି ଜାଡ  ଆଉ ଉହ୍ମେଇଁର ନିଆଁ

ତୁମ ଦେହ ପରଶର ନିଆରା କିମିଆଁ ,

ରାତିଟା କୁହୁକ ଭରା ନିଦଟା ଅଳସୀ

ସବୁକିଛି ତୁମଠାରେ ଶେଷ ହୁଏ

ହେ ! ମୋର କୁହୁକିନୀ ମନର ମାନସୀ  .. ।।

ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

ଶରତ ଶୀତ କାକର କୁହୁକ ମାନସୀ

Rate the content


Originality
Flow
Language
Cover design

Comments

Post


Some text some message..