Audio

Forum

Read

Contests

Language


Write

Sign in
Wohoo!,
Dear user,
ମୁକୁଳା ଛାୟାପଥ
ମୁକୁଳା ଛାୟାପଥ
★★★★★

© Ram Prasad Bisoi

Romance Tragedy

14 Minutes   6.8K    9


Content Ranking



ଅନ୍ଧାରରୁ ଆଲୋକ ଆଡ଼କୁ 
ମୋ ଠାରୁ ଆହୁରି ଦୂରକୁ 
ଦୂରକୁ 
ଛାୟାଟିଏ ଅପସରି ଯାଉଥିଲା
ଧୂସର ଆକାରରେ------------!
ଇଛାକଲି ପଛରେ ଗୋଡ଼ାଇବାକୁ ,
କିଛି ଦୂର ବି ପଛରେ 
ଗୋଡ଼ାଇଲି

ହେଲେ,

ହାତ ମୁଠା ଯେ ଖୋଲାଥିଲା

ହଜିଗଲା ତା ସତ୍ତା 

ବିଦେଶ ମାଟିର ମୋହରେ

ସାଜିଲା ବେଶ ବିଦେଶିନୀର---!!

ଯା ତୁ ମୁକ୍ତ, 

ପ୍ରାଣପକ୍ଷୀ ଉଡିଯାଆ,

ଛାୟାପଥ ପଡିଛି ,

ତୋ ଲାଗି ମୁକୁଳା----------!!!

©®କାଶ୍ୟପ,

ରାମ ପ୍ରସାଦ ବିଶୋଇ

ରାୟଗଡା,

ଧୂସର ଗୋଡାଇବାକୁ ଛାୟାପଥ ଇଚ୍ଛାକଲି

Rate the content


Originality
Flow
Language
Cover design

Comments

Post


Some text some message..