ମୁଁ ଆଉ ତୁମେ...
ମୁଁ ଆଉ ତୁମେ...
ମୁଁ ଅରାଏ ଅନ୍ଧାର
ତୁମେ ସୁନେଲି ଉଷା
ମୁଁ ନିଦାଘର ଖରା
ତୁମେ ଆଷାଢ଼ ବରଷା।
ମୁଁ ସୁପ୍ତ ମରୁଭୂମି
ତୁମେ ଶୀତଳ ନିର୍ଝର ।
ମୋ ମୃଦୁ ମୃଦୁ ହସର
ତୁମେ ଅବ୍ୟକ୍ତ କାରଣ।
ମୁଁ ଅରାଏ ଅନ୍ଧାର
ତୁମେ ସୁନେଲି ଉଷା
ମୁଁ ନିଦାଘର ଖରା
ତୁମେ ଆଷାଢ଼ ବରଷା।
ମୁଁ ସୁପ୍ତ ମରୁଭୂମି
ତୁମେ ଶୀତଳ ନିର୍ଝର ।
ମୋ ମୃଦୁ ମୃଦୁ ହସର
ତୁମେ ଅବ୍ୟକ୍ତ କାରଣ।