ପ୍ରେମର ପରିଭାଷା
ପ୍ରେମର ପରିଭାଷା


ଟିକିଏ ବିଶ୍ୱାସ ଯେଦିନ ଗଢିଲା
ଦୁଇ ହୃଦୟରେ ପ୍ରେମ
ବଦଳି ଯାଇଛି ଜୀବନର ସଜ୍ଞା
ଯାହା ଥିଲା ଅନ୍ୟ ନାମ ।
ଓଠ ଭାଷା ସିନା ଆଖି ପଢିପାରେ
କେହି ଜାଣି ପାରେନାହିଁ
ପ୍ରେମ ପରିିଭାଷା ପ୍ରେମୀ ସିନା ଜାଣେ
କହି କେବେ ହୁଏ ନାହିଁ ।
ଚିର ଓ ଶାଶ୍ଵତ ସବୁଜିମା ଭରା
ପ୍ରେମର ସେ ପରିଭାଷା
ପରିିିିତ୍ୟାଗ ଖାଲି ଅଳଙ୍କୃତ ହୁଏ
ନଥାଏ ପାଇବା ଆଶା
---------------------------