Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Gajendra Kumar sethy

Romance


4.2  

Gajendra Kumar sethy

Romance


ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min 341 1 min 341

ଟିକିଏ ବିଶ୍ୱାସ ଯେଦିନ ଗଢିଲା

ଦୁଇ ହୃଦୟରେ ପ୍ରେମ

ବଦଳି ଯାଇଛି ଜୀବନର ସଜ୍ଞା

ଯାହା ଥିଲା ଅନ୍ୟ ନାମ ।

ଓଠ ଭାଷା ସିନା ଆଖି ପଢିପାରେ

କେହି ଜାଣି ପାରେନାହିଁ

ପ୍ରେମ ପରିିଭାଷା ପ୍ରେମୀ ସିନା ଜାଣେ 

କହି କେବେ  ହୁଏ ନାହିଁ   ।

ଚିର ଓ ଶାଶ୍ଵତ ସବୁଜିମା ଭରା

ପ୍ରେମର ସେ ପରିଭାଷା

ପରିିିିତ୍ୟାଗ ଖାଲି ଅଳଙ୍କୃତ ହୁଏ

ନଥାଏ ପାଇବା ଆଶା 

---------------------------


Rate this content
Log in

More oriya poem from Gajendra Kumar sethy

Similar oriya poem from Romance