Audio

Forum

Read

Contests

Language


Write

Sign in
Wohoo!,
Dear user,
ଏଣୁତେଣୁ ୨୦୧୭ ୭
ଏଣୁତେଣୁ ୨୦୧୭ ୭
★★★★★

© Neelima Nivedita Behera

Romance

1 Minutes   1.0K    1


Content Ranking

ଖରାରେ ବୁଲିଲେ ନାଲି ପଡ଼ିବିନି

ନୁହେଁ ମୁଁ ସୁନ୍ଦରୀ ଗୋରୀ

ତଥାପି ହସ ମୋ ମଖମଲ୍ଲୀ ବୋଲି

ବୋଲାଏ ମୁଁ ନୀଳପରୀ;

ନୀଳ ନିରବତାକୁ ଓଠରେ ସଜାଇ

ଆଖିରେ ମାଖଇ ଲୁହ

ଶବ୍ଦମାନେ ଯେବେ ସହାୟ ହୁଅନ୍ତି

ଛୁଟଇ କବିତା ସୁଅ#

ଏଣୁତେଣୁ ନୀଳପରୀ କବିତା

Rate the content


Originality
Flow
Language
Cover design

Comments

Post


Some text some message..