STORYMIRROR

Neelima Nivedita Behera

Others

3  

Neelima Nivedita Behera

Others

ପ୍ରେମ

ପ୍ରେମ

1 min
253

ପ୍ରେମ ପାପ କରାଏନା

ପ୍ରେମ ଭୟ ଜନ୍ମାଏନା


ପ୍ରେମ କେବେ ବି ଦେଇ ପାଇବାର

ଲାଳସା ପାଳେନା


ପ୍ରେମ କେବେ ବି ପାଇ ହରାଇବାର

ଆଶଙ୍କା ରଖେନା


ପ୍ରେମ ଦେହକୁ ନୁହେଁ

ଚେତନାକୁ ଛୁଇଁବାର ଉପାଦାନଟିଏ


ପ୍ରେମ 

ଦେହୀରେ ନୁହେଁ ଦାୟରେ ବଞ୍ଚିବାର

ସୂକ୍ଷ୍ମ କଳାଟିଏ ।


ପ୍ରେମ ହିଁ ଭକ୍ତି

ପ୍ରେମ ହିଁ ଶକ୍ତି

ପ୍ରେମ ହିଁ ଜୀବନ 

କେବେ ଶବ୍ଦ ଓ ନିରବତା ଭିତରେ

ଯେ ଫରକ୍ ଦେଖେନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍