Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଢ଼େଇ ଅକ୍ଷର 1
ଅଢ଼େଇ ଅକ୍ଷର 1
★★★★★

© Prasanta Bhunya

Fantasy

1 Minutes   6.7K    6


Content Ranking

ତୋ ପଣତ ଓଦା ହେବାଟା

ବଡ଼ କଥା ନୁହେଁ ଲୋ;

ତୋ ଆଙ୍ଗୁଠିରେ ଗୁଡ଼େଇ

ତାକୁ ଚୋବେଇବାଟା ସାରି ଦେଉଛି।

ତୋ ନୂପୁର ଛିଡ଼ିବାଟା

ବଡ଼ କଥା ନୁହେଁ ଲୋ;

ତୋ ରାଗି ପାଚି ପଞ୍ଚମରେ

ଗୋଡ଼ ଛେଚିବାଟା ମାରି ଦେଉଛି॥

-ପ୍ରଭୂ

ପଣତ ଆଙ୍ଗୁଠି ନୂପୁର

Rate the content


Originality
Flow
Language
Cover design

Comments

Post


Some text some message..