ଅଢ଼େଇ ଅକ୍ଷର 1
ଅଢ଼େଇ ଅକ୍ଷର 1


ତୋ ପଣତ ଓଦା ହେବାଟା
ବଡ଼ କଥା ନୁହେଁ ଲୋ;
ତୋ ଆଙ୍ଗୁଠିରେ ଗୁଡ଼େଇ
ତାକୁ ଚୋବେଇବାଟା ସାରି ଦେଉଛି।
ତୋ ନୂପୁର ଛିଡ଼ିବାଟା
ବଡ଼ କଥା ନୁହେଁ ଲୋ;
ତୋ ରାଗି ପାଚି ପଞ୍ଚମରେ
ଗୋଡ଼ ଛେଚିବାଟା ମାରି ଦେଉଛି॥
-ପ୍ରଭୂ
ତୋ ପଣତ ଓଦା ହେବାଟା
ବଡ଼ କଥା ନୁହେଁ ଲୋ;
ତୋ ଆଙ୍ଗୁଠିରେ ଗୁଡ଼େଇ
ତାକୁ ଚୋବେଇବାଟା ସାରି ଦେଉଛି।
ତୋ ନୂପୁର ଛିଡ଼ିବାଟା
ବଡ଼ କଥା ନୁହେଁ ଲୋ;
ତୋ ରାଗି ପାଚି ପଞ୍ଚମରେ
ଗୋଡ଼ ଛେଚିବାଟା ମାରି ଦେଉଛି॥
-ପ୍ରଭୂ