STORYMIRROR

Prasanta Bhunya

Others

2  

Prasanta Bhunya

Others

କଙ୍କଡ଼ା ଝୋଳ

କଙ୍କଡ଼ା ଝୋଳ

1 min
13.7K


 ମୋ

ନନାରେ…

ଫୁଲିଆ ଝୋଳରେ ମନ ଲାଗିଥିଲା

ଖାଇଥିଲି ଚିଲିକା ଢାବାରେ

କର୍କଟଶୃଙ୍ଗଙ୍କୁ ଚୋବେଇ ସୁସୁଡ଼ି

ଭୁଞ୍ଜି କର୍କଟକାସ୍ଥି ସାଙ୍ଗରେ।୧।

ନାନୀଲୋ…

ଅଦା ଓ ରସୁଣ ଧନିଆ ବାଟିବୁ

ଦେବୁ ଲଙ୍କା ସାଥେ ଚକୁଟି

ପିଆଜ ହଳଦୀ ମସଲା ସରକେ

ବାସନା ଯିବ ଲୋ ଚହଟି।୨।

ହୋ

ସୁଜନେ…

ଇଟର ସୁଆଦ ଆହା କି ବଢ଼ିଆ

ଆଙ୍ଗୁଠି ଚାଟିକି ଖାଇଲେ

କକଟୀ ସାଙ୍ଗରେ ପାକୁଳାଇ ଯିବ

କଂସାଏ ପଖାଳ ଥୋଇଲେ।୩।

-ପ୍ରଭୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍