ଅବ୍ୟାପ୍ୟବୃତ୍ତି
ଅବ୍ୟାପ୍ୟବୃତ୍ତି


ବଥା ଓ ବେଦନା କାହାକୁ କହିବ
ସଭିଏଁ ବାଟୋଇ ସେଇ ଦୁଃଖର,
ସଭିଏଁ ଝୁରନ୍ତି, ଖୋଜନ୍ତି, ସୁଖକୁ
ପାଆନ୍ତି ବେଦନା ସେଇ ହଜାର।
ଏଇତ ଜୀବନ, ଏଇତ ପ୍ରଣୟ
ଏଇତ କାହାଣୀ, ଆମ ସବୁରି,
ଆ’ରେ ଭାଇ ମୋ ଆ ମୋର ବନ୍ଧୁ
ସରିନି ଜୀବନ, ବାକି ଆହୁରି।
-ପ୍ରଭୂ
ବଥା ଓ ବେଦନା କାହାକୁ କହିବ
ସଭିଏଁ ବାଟୋଇ ସେଇ ଦୁଃଖର,
ସଭିଏଁ ଝୁରନ୍ତି, ଖୋଜନ୍ତି, ସୁଖକୁ
ପାଆନ୍ତି ବେଦନା ସେଇ ହଜାର।
ଏଇତ ଜୀବନ, ଏଇତ ପ୍ରଣୟ
ଏଇତ କାହାଣୀ, ଆମ ସବୁରି,
ଆ’ରେ ଭାଇ ମୋ ଆ ମୋର ବନ୍ଧୁ
ସରିନି ଜୀବନ, ବାକି ଆହୁରି।
-ପ୍ରଭୂ