ପ୍ରଭୁ
ପ୍ରଭୁ

1 min

6.7K
ତୋ ଗୁଣ୍ଡିଚାକୁ ମୋ ବାହୁଡ଼ା
ମାଉସୀମାକୁ ତୁ, ମୋ ଘର ଫେରା;
କରିବୁ ଯାତ ତୁ ସରିଲା ମୋର
ଚାଲିବ ଉତ୍ସବ ଥରକୁ ଥର;
ଚାରିଦିନ ମୋର ନଦିନ ତୋର
ଫେରିଲି ନକରି ପତ୍ନୀରେ ଛଳ;
ଲକ୍ଷ୍ମୀ ଠାକୁରାଣୀ ଜଗା ଜଗିଛି
ଜଗିଛି ଭକତ ପୃଥ୍ୱୀ ଜଗିଛି ||
-ପ୍ରଭୂ