STORYMIRROR

Prasanta Bhunya

Inspirational

3  

Prasanta Bhunya

Inspirational

ଅନ୍ତଃକରଣ

ଅନ୍ତଃକରଣ

1 min
13.7K


 ବିବର୍ତ୍ତନ କେବେ ଦିଏ ବଦଳାଇ

କେବେ ବଦଳାଏ ଧର୍ମ

ମାନବିକତା ଏବେ ହାଟରେ ଗଡ଼ୁଛି

ଯୁଇରେ ଜାତି ଧର୍ମ ବର୍ଣ୍ଣ;

ମଣିଷ ବୁଝିଲେ ଯୁଗ ବଦଳିବ

ବଦଳିବ ଜୀବନ ଧାରା

ମଣିଷ ଭଳିଆ ମଣିଷ ବଞ୍ଚିଲେ

ହସିବ ଆମର ଧରା...!

-ପ୍ରଭୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational