ଛିଣ୍ଡାଗଣ୍ଡ
ଛିଣ୍ଡାଗଣ୍ଡ


ମନ୍ଦିର ଲୋଟୁଛି, ଗୀରିଜା ତୁଟୁଛି
ଜଳୁଅଛି ମସ୍ଜିଦ
କୋରାନ୍ ଅବୁଝା ବାଇବେଲ୍ ତୁଚ୍ଛା
ଗୀତା ହୋଇଛି ଅଭେଦ;
ଧରମ ବେପାର କରମ ବିକାର
କର୍ତ୍ତା ଏବେ ଅଣାବଣା
ଈଶ୍ୱର ଚକିତ ବ୍ରହ୍ମ ଅପହୃତ
ଶୂନ୍ୟ ଏଠି ଅକଳଣା||
-ପ୍ରଭୂ
ମନ୍ଦିର ଲୋଟୁଛି, ଗୀରିଜା ତୁଟୁଛି
ଜଳୁଅଛି ମସ୍ଜିଦ
କୋରାନ୍ ଅବୁଝା ବାଇବେଲ୍ ତୁଚ୍ଛା
ଗୀତା ହୋଇଛି ଅଭେଦ;
ଧରମ ବେପାର କରମ ବିକାର
କର୍ତ୍ତା ଏବେ ଅଣାବଣା
ଈଶ୍ୱର ଚକିତ ବ୍ରହ୍ମ ଅପହୃତ
ଶୂନ୍ୟ ଏଠି ଅକଳଣା||
-ପ୍ରଭୂ