Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kadambari Mohakhud

Classics Fantasy Others

4.7  

Kadambari Mohakhud

Classics Fantasy Others

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
366



ପୂର୍ଣ୍ଣିମାର ଶ୍ରେଷ୍ଠ

ମାସରେ ସେ ଶ୍ରେଷ୍ଠ,

ଭକ୍ତ ବିଧବା କରେ ହବିଷ

ସେଯେ କାର୍ତ୍ତିକ ପୂର୍ଣ୍ଣିମା ମାସ ||


ପ୍ରାପ୍ତ କାଳେ କାକର ଜଳେ

ସ୍ନାନ ସାରି ଭକ୍ତ ମୁରୁଜ ଢାଳେ ,

ଭକ୍ତ ମନ୍ଦିରେ ସଭିଙ୍କ ଯାତ୍ରା

ଅପେକ୍ଷାରେ ଥାଏ ସେ ବାଲିଯାତ୍ରା ||


ଏକାଦଶୀ ଠାରୁ ଶେଷ ପାଞ୍ଚଦିନ

ପଞ୍ଚୁକ ପାଳନ୍ତି ତା ଭକ୍ତଜନ,

ଆମିଷ ଛାଡ଼ନ୍ତି ଏ ବୁଦ୍ଧିଜନ 

କାର୍ତ୍ତିକର ମାସେ ପାଏ ସମ୍ମାନ ||


ବଗ ବଗୁଲି ବି ଏମାସେ ପୂଜନ୍ତି

ବୃନ୍ଦାବତୀ ସତେ ଝଟକୁଥାନ୍ତି,

ପୂର୍ଣ୍ଣିମାରେ ଧାର୍ମିକ କେତେ ଦାନ କରନ୍ତି

ପ୍ରାତଃ କାଳେ ଯାଇ ଡଙ୍ଗା ଭସାନ୍ତି ||


ହାତରେ ବୋଇତ ବନ୍ଧାଣ ଥାଳି

ପୂର୍ଣ୍ଣିମା ପାଳନ୍ତି ଦୀପଟେ ଜାଳି

ମହା କାର୍ତ୍ତିକର ମହାନ ମାସ

ପୂଣ୍ୟ ମନାସିବା ଏକାଠି ଆସ ||


Rate this content
Log in

Similar oriya poem from Classics