Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Romance

2  

Neelima Nivedita Behera

Romance

ଏଣୁତେଣୁ ୨୦୧୭ ୧୦

ଏଣୁତେଣୁ ୨୦୧୭ ୧୦

1 min
6.6K


ତମେ ମୋର କେହି ନୁହଁ

ମୁଁ ବି ତୁମର କେହି ନୁହଁ

ତଥାପି ସଞ୍ଜ ହେଲେ ମୁଁ ଆକାଶକୁ ଚାହେଁ

ଫାଳିକିଆ ତମ ମୁହଁକୁ ଦେଖି

ଥାକରେ ଥିବା କ୍ୟାଲେଣ୍ଡରରେ ଖୋଜେ

ଦ୍ଵିତୀୟା, ତୃତୀୟା ନା ପୂର୍ଣ୍ଣମୀ ?

ସକାଳୁ ସଅଳ ଉଠି ଛାତକୁ ଦୌଡ଼େ

ଦେଖିବାକୁ ଥରେ ଆମ ଭିତର ଦୂରତା ଚିହ୍ନ

ଆଉ ଯେତେବେଳେ ପାଏନା

ସତ କହୁଛି, ଛାତି ଭିତରେ କିଏ ଗୋଟେ ମରେ !

କାହିଁକି ପଚାରନା, କହିପାରିବିନି...

ଜାଣିନି କାହିଁକି

ଦୂରତାଠୁ ଢେର ଅଧିକ ଦୂର ଲାଗେ ତୁମ ନିରବତା

ଜାଣିନି କାହିଁକି

ମରଣଠୁ ଅଧିକ ଯନ୍ତ୍ରଣା ଅକ୍ଷମଣୀୟ ମୋ ଧୃଷ୍ଟତା

#


Rate this content
Log in

Similar oriya poem from Romance