Audio

Forum

Read

Contests

Language


Write

Sign in
Wohoo!,
Dear user,
ଏଣୁତେଣୁ ୨୦୧୭ ୧୦
ଏଣୁତେଣୁ ୨୦୧୭ ୧୦
★★★★★

© Neelima Nivedita Behera

Romance

1 Minutes   6.6K    7


Content Ranking

ତମେ ମୋର କେହି ନୁହଁ

ମୁଁ ବି ତୁମର କେହି ନୁହଁ

ତଥାପି ସଞ୍ଜ ହେଲେ ମୁଁ ଆକାଶକୁ ଚାହେଁ

ଫାଳିକିଆ ତମ ମୁହଁକୁ ଦେଖି

ଥାକରେ ଥିବା କ୍ୟାଲେଣ୍ଡରରେ ଖୋଜେ

ଦ୍ଵିତୀୟା, ତୃତୀୟା ନା ପୂର୍ଣ୍ଣମୀ ?

ସକାଳୁ ସଅଳ ଉଠି ଛାତକୁ ଦୌଡ଼େ

ଦେଖିବାକୁ ଥରେ ଆମ ଭିତର ଦୂରତା ଚିହ୍ନ

ଆଉ ଯେତେବେଳେ ପାଏନା

ସତ କହୁଛି, ଛାତି ଭିତରେ କିଏ ଗୋଟେ ମରେ !

କାହିଁକି ପଚାରନା, କହିପାରିବିନି...

ଜାଣିନି କାହିଁକି

ଦୂରତାଠୁ ଢେର ଅଧିକ ଦୂର ଲାଗେ ତୁମ ନିରବତା

ଜାଣିନି କାହିଁକି

ମରଣଠୁ ଅଧିକ ଯନ୍ତ୍ରଣା ଅକ୍ଷମଣୀୟ ମୋ ଧୃଷ୍ଟତା

#

ସଞ୍ଜ ନିରବ ଆକାଶ

Rate the content


Originality
Flow
Language
Cover design

Comments

Post

Some text some message..