କ୍ଷଣିକ
କ୍ଷଣିକ
କେତେ ଅନ୍ତରଙ୍ଗ ତୋ ସହ
ସେହି କେତୋଟି ମୁହୁର୍ତ୍ତ
ଅବଚେତନର ମୋହ ମାନେ
ଆଶ୍ରୟ ପାଇଗଲେ
ତୋ ଆଢୁଆଳେ
ଜାବୁଡି ଧରିଛି ତତେ ମୁଁ
ଦିନ ର ପ୍ରଶାନ୍ତ ସୂର୍ଯ୍ୟୋଦୟ ଠାରୁ
ରାତ୍ରୀର ସେ ନିସ୍ତବ୍ଧ କୋଠରୀ ପର୍ଯ୍ୟନ୍ତ।
କେତେ ଅନ୍ତରଙ୍ଗ ତୋ ସହ
ସେହି କେତୋଟି ମୁହୁର୍ତ୍ତ
ଅବଚେତନର ମୋହ ମାନେ
ଆଶ୍ରୟ ପାଇଗଲେ
ତୋ ଆଢୁଆଳେ
ଜାବୁଡି ଧରିଛି ତତେ ମୁଁ
ଦିନ ର ପ୍ରଶାନ୍ତ ସୂର୍ଯ୍ୟୋଦୟ ଠାରୁ
ରାତ୍ରୀର ସେ ନିସ୍ତବ୍ଧ କୋଠରୀ ପର୍ଯ୍ୟନ୍ତ।