Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Thriller Others

3  

Debabrata Jena

Thriller Others

ଜୀବନ ସୋପାନ

ଜୀବନ ସୋପାନ

1 min
308


ଜୀବନ ସୋପାନ କ୍ଷଣେ ହେବ ପୂର୍ଣ୍ଣ

ଜନ୍ମ ମୃତ୍ୟୁ ଚିର ସତ୍ୟ 

ଶିଶୁରୁ କୈଶୋର ଯୁବକ ସ୍ଥବିର

ଗଡି ଚାଲିଅଛି ନିତ୍ୟ ।

ସମୟର ରଥେ ନିମ୍ନଗାର ସ୍ରୋତେ

ସର୍ବେ ହେବେ ଗତିଶୀଳ

ଆଜି ଯେ ରାଜେନ୍ଦ୍ର କାଲି ସେ ଫକୀର

ସବଳ ହେବ ଦୁର୍ବଳ ।

ମିଥ୍ୟା ଅହଂକାର ଅସୂୟାର ଘର

କରୁ କାହିଁ ପାଇଁ ମନ

ସମର୍ପିତ କର ଅଵୟବ ତୋର

ଅନ୍ତରରେ କରି ଧ୍ୟାନ ।

କେ ନୁହେଁ କାହାର ସର୍ବେ ହେବେ ପର

ଏକା ସାହା ଜଗନ୍ନାଥ 

ରଖିଲେ ରଖିବେ ମାରିଲେ ତାରିବେ 

ଏହାହିଁ ପରମ ସତ୍ୟ ।


Rate this content
Log in

Similar oriya poem from Thriller