Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Romance

2  

Tapan Dixit

Romance

ପ୍ରେମ

ପ୍ରେମ

1 min
6.7K


ପ୍ରେମ ତ ଦେଖେନା 

ବୟସର ସୀମାରେଖା 

ଯେବେ ହୋଇଯାଏ ହୃଦୟରେ ନାମ 

ପ୍ରୀତିର କାଳିରେ ଲେଖା, 

ଦୁଇ ମନ ଆଉ ଦୁଇଟି ହୃଦୟ 

ହୋଇଯାଏ ଏକାକାର 

ନଥାଏ ତ ସେଠି ସମାଜ ବନ୍ଧନ 

ଅବା ଜାତିପ୍ରଥା ଡର, 

ସପନେ ଲାଗଇ ରଙ୍ଗର ମେଳଣ

ଛ ଋତୁ ଏକା ପରି

ବହିଯାଏ ସେଠି ପ୍ରେମର ଫଲ୍ଗୁ

ବିଶ୍ୱାସର ବୁକୁ ଚିରି .. ।।

05.12.2017

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in

Similar oriya poem from Romance